ପୋଖରୀରେ ଯୁବତୀର ମୃତ….

ପୋଖରୀରେ ଯୁବତୀର ମୃତ….

ସାଦେରିଆ ଗ୍ରାମରେ ଜଣେ ଯୁବତୀର ମୃତ ଦେହ ଉଧାର ହୋଇଛି |ବୁଧବାର ସକାଳେ ପୋଖରୀରେ ବୁଡି ମୃତ ହୋଇଛି | ମୃତ ଯୁବତୀ ହେଲେ ବିମ୍ବାଧର ସ୍ଵାଇଁଙ୍କ ଝିଅ ସ୍ଵପ୍ନାରାଣୀ (୩୨)| ପ୍ରକାଶ ଯେ ,ସ୍ଵପ୍ନା ବୁଧବାର ଭୋର ସମୟରେ ଶୌଚ ହେବାକୁ ପୋଖରୀକୁ ଯାଇଥିଲେ | ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ଖିଜାଖୋଜି କରିଥିଲେ | ସେହି ଗ୍ରାମର ଜଣେ ମହିଳା ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଜଣେ ଝିଅ ଭାସୁଥିବାର ଦେଖି ଗାଁ ଲୋକକୁ ଡାକିଥିଲେ | ପରିବାରବର୍ଗ ଖବର ପାଇଁ ସେଠାରେ ପହଂଚି ପୋଖରୀରେ ସ୍ଵପ୍ନାକୁ ଉଧାର କରି ଚିକଚ୍ୟ ନିମନ୍ତେ | ନିମାପଡା ଗୋଷ୍ଠି ସ୍ଵାସ୍ଥକେନ୍ଦ୍ରରେ ଭର୍ତି କରିଥିଲେ | ସେଠାରେ ଡ଼କ୍ଟର ସ୍ଵପ୍ନାକୁ ମୃତୁ ଘୋଷଣା କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *