ପୋଲିସ ଅଧିକାରୀକୁ ହେଲା ୪ ବର୍ଷ ଜେଲ ….

ପୋଲିସ ଅଧିକାରୀକୁ ହେଲା ୪ ବର୍ଷ ଜେଲ ….

କେନ୍ଦୁଝର ଭିଜିଲାନସ କୋର୍ଟରେ ଶୁକ୍ରବାର ଏକ ଲଂଞ୍ଚ ମାମଲାରେ ରାୟ ପ୍ରକାଶ ପାଇଛି | ଜଜରଶ୍ମିତା ଦଳେଇ ଏହାର ବିଚାର କରି ତତକାଳୀନ ବାରିଆ ଥାନା ଅଧିକାରୀ କାଳୁଚରଣ ସ୍ଵାଇଁ ୪ ବର୍ଷ ଜେଲ କରିଛି | ଏଠି ସହିତ ୩ ହଜାର ଟଙଆ ଜୋରିମାନା ଓ ଆନଦୟା ଅଧିକ ୨ ମାସ ଜେଲଦଡ ଭୋଗିବା ପାଇଁ ରାୟ କରିଛି | ଦୋଷୀ ପୋଲିସ ଅଧିକାରୀ ସ୍ଵାଇଁ ଘରେ ଗଂଜାମ ଜିଲା ଭଂଜନଗର ଥାନା ଅଧୀନରେ ବାଲିପଦର ଗ୍ରାମରେ |ସେ ୨୦୧୭ ମାର୍ଚ୍ଚ ୩୧ରେ ନନ୍ଦିପଦା ଥାନାରୁ ସ୍ୱାବିନ୍ସିପେକ୍ଟର ଭାବେ ଅବସର ଗ୍ରହଣ କରିସରିଛନ୍ତି| ଦୋଷୀ ସାବ୍ୟସ୍ତ ହେବାପରେ ତାଂକୁ ଜେଲକୁ ପଠାଇ ଦିଆଯାଇଛି |

      ମାମଲାରେ ବିବରଣୀଅନୁସାରେ, ବାରିଆ ଥାନା ଅଂଚଳରେ ମନୋରଞ୍ଜନ ନାୟକ ଓ ତାଂକ ସ୍ତ୍ରୀ, ସରସ୍ବତୀ ମଧ୍ୟରେ ମନାମାଳିନୀ ହୋଇଥିଲା | ସ୍ତ୍ରୀ ଅଭିଯୋଗରେ ମନରଞ୍ଜନ ନାମକ ବାରିଆ ଥାନାରେ ଏକ ନିର୍ଯାତନା ମାମଲା ରୁଜୁ ହୋଇଥିଲା | ଥାନା ଅଧିକାରୀ ସ୍ଵାଇଁ ୨୦୧୪ ଅକ୍ଟୋବର ୨୦ରେ ମନୋରଞ୍ଜନ ଥାନାକୁ ଡାକିଥିଲେ | ମାମଲାରୁ ତାଂକୁ ମାବାପା ନାମ କାଟିଦେବା ସହ କେସ କୋହଳ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ଏହାର ଗୋଟିଏ ଦିନ ପରେ ମନୋରଞ୍ଜନ କୋର୍ଟଚାଲାଣ କରିବା ପରେ କେସ ଡାଏରୀ ଦେବା ପାଇଁ ୫ ହଜାର ତାଙ୍କ ଲାଞ୍ଚ ନେଇଥିଲେ | ମନୋରଞ୍ଜନ ଜାମିନ ପାଇଁ ଜେଲରୁ ଆସିବା ପରେ କେସ କୋହଳ କରିବା ପାଇଁ ଥାନା ଅଧିକାରୀ ସ୍ଵାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲା | ଏ ନେଇ ମନୋରଞ୍ଜନ ବିଜ୍ଲାନ୍ସ ଦ୍ବାରସ୍ଥ ହୋଇଥିଲେ | ବାଲେଶ୍ଵର ରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା | ୨୦୧୪ ଡିସେମ୍ବର ୧ରେ ମନୋରଞ୍ଜନ ଥାନା ଭିତରେ ୬ହଜାର ଟଙ୍କା ନେବା ବେଳେ ପୋଲିସ ଅଧିକାରୀ ସ୍ଵାଇଁ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥିଲେ | ମାମଲାରେ ୧୫ଜଣ ସାକ୍ଷୀ ଓ ତଦନ୍ତ ରିପୋର୍ଟକୁ ଭିତିକରି କେନ୍ଦୁଝର ଭିଜିଲାନ୍ସ କୋର୍ଟର ବିଚାର ରାୟ ଶୁଣାଇଥିଲେ ମାମଲା ପରିଚାଳନା କରୁଥିବା | ପିପି ଦେବଦତ ବିଶ୍ଵାଳ ସୂଚନା ଦେ
author

Related Articles

Leave a Reply

Your email address will not be published. Required fields are marked *