ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷାଫଳ

ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷାଫଳ

ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ । ଗୋଟିଏ ଥରରେ ପ୍ରକାଶ ପାଇଛି କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ ୮୦.୯୫ ପ୍ରତିଶତ ପାସ୍ ହାର ରହିଥିବାବେଳେ । ବାଣିଜ୍ୟରେ ୮୨.୨୭ ପ୍ରତିଶତ । ବିଜ୍ଞାନରେ ୮୬.୯୦ ପ୍ରତିଶତ ରେଜଲ୍ଟ ହୋଇଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ତେବେ www.orissaresults.nic.in ରେ ପୁରା ରେଜଲ୍ଟ । ଉପଲବ୍ଧ ହେବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *