ପ୍ରଥମେ କାଣ୍ଡ କର ପରେ କ୍ଷମା ପ୍ରାର୍ଥନା

ପ୍ରଥମେ କାଣ୍ଡ କର ପରେ କ୍ଷମା ପ୍ରାର୍ଥନା

ପ୍ରଥମେ କାଣ୍ଡ କର ପରେ କ୍ଷମା ପ୍ରାର୍ଥନା ଯେମିତି ଆଜି କାଲି ଟ୍ରେଣ୍ଡ ହୋଇଗଲାଣି . ବିଭିନ୍ନ ସମୟରେ ଯାତ୍ରା ପେଣ୍ଡଲରୁ ନାଜିବା ସମୟରେ ଡ୍ୟାନସର ମାନଙ୍କର ଅଶ୍ଳୀଳ ନୃତ୍ୟ ଶୈଳୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି . ପରେ ଏନେଇ କ୍ଷମା ପ୍ରାର୍ଥନା କରାଯାଉଛି . ତେବେ ନିକଟରେ ବହୁ ପ୍ରସିଦ୍ଧ କମେଡି ଭିଡିଓ ସାହୁ ବାବୁ ଭେରାଇଟ ଷ୍ଟୋର ରେ ଭାଉଜ ଭାବେ ଅଭିନୟ କରୁଥିବା ଅଭିନେତ୍ରୀ ଜଣଙ୍କୁ ନେଇ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା . ଯାତ୍ରା ପେଣ୍ଡଲରେ ହଜାର ହଜାର ଦର୍ଶକଙ୍କ ଆଗରେ ସେ ଅଶ୍ଳୀନ ନୃତ୍ୟ ପରିବେଶଣ କରିଥିଲେ .ଯାହାକୁ ଦେଖିବାକୁ ଲୋକେ ଛି ଛାକର କରୁଛନ୍ତି .

ମଂଚ ଉପରେ ଏପରି କାମ କରିବାକୁ ତାଙ୍କୁ ଟିକେବି ଲାଜ ଲାଗିଲାନି କେମିତି ବୋଲି ଲୋକେ କହୁଛନ୍ତି . ଜଣେ ଝିଅ ହୋଇ ସେ ସେଠାରେ ଯାତ୍ରା ଦେଖିବାକୁ ଯାଇଥିବା ଅନେକ ଝିଅ ବୋହୁ ମାନଙ୍କୁ ଏମିତି କରି ଲଜିତ କରିଛନ୍ତି ବୋଲି ଲୋକେ କହୁଛନ୍ତି .ତେବେ ଏହା ଭିତରେ ନିଜ କାମକୁ ନେଇ ଅଭିନେତ୍ରୀ ଜଣକ କ୍ଷମା ପ୍ରାର୍ଥନା କରିଛି . ମୁୂଁ ହେଉଛି ଜଣେ ଓଡିଆ ଘରର ପିଲା .ମୋ ପ୍ରଭୁ ଶ୍ରୀ ଜଗନ୍ନାଥ .ସେଦିନର ମୋର ଛୋଟ ଭୁଲପାଇଁ ମୁଁଦର୍ଶକ ମାନଙ୍କ ଠାରୁ କ୍ଷମା ମାଗୁଛି . ଆପଣମାନଙ୍କ ପାଖକୁ ମୁଁ ଯେମିତି ଯାଉଥିଲି ସେମିତି ଯିବି . ପୋଗ୍ରାମ କରିବି ଏମିତି ଭୁଲ କେବେବି ହେବନି . ଶୁଣନ୍ତୁ କଣ କହୁଛନ୍ତି ଭାଉଜ.ତେବେ ଦର୍ଶକ ବନ୍ଧୁ ଆପଣ କୁହନ୍ତୁ ଏହି ଟା କଣ ସତରେ ଗୋଟିଏ ଛୋଟ ଭୁଲ . ହଜାର ହଜାର ଦର୍ଶକ ଙ୍କ ସାମ୍ନାରେ ଏପରି ଅଶ୍ଚୀଳତା ପ୍ରର୍ଦଶନ କରିବା ପରେ କ୍ଷମାମାଗିବା କଣ ଦର୍ଶକ ଏହାକୁ କ୍ଷମା କରିବେ

author

Related Articles

Leave a Reply

Your email address will not be published. Required fields are marked *