ପ୍ରଥା ଚଳଚିତ୍ର ପାଇଁ ଧାରଣାରେ ବସିଛନ୍ତି ସନଲିସା

ପ୍ରଥା ଚଳଚିତ୍ର ପାଇଁ ଧାରଣାରେ ବସିଛନ୍ତି ସନଲିସା

ନିକଟରେ ପ୍ରଥା ଫିଲ୍ମକୁ ପଶ୍ଚିମ ଓଡିଶାରେ ବିରୋଧ କରାଯାଇଥିଲା । ଯାହାକୁ ନେଇ ଫିଲ୍ମ ପ୍ରଯୋଜିକା ସନଲିସା ଧାରଣାରେ ବସøିବେ ବୋଲି ପୁୁର୍ବରୁ ଚେତାବନୀ ଦେଇଥିଲେ । ତେବେ ଆଜି ଲୋୟର ଡିଏମଜି ସାମ୍ନାରେ ଜଷ୍ଟିସ୍ ଫର ପ୍ରଥା, ଜଷ୍ଟିସ୍ ଫର ଓଡ଼ିଆ ଫିଲ୍ମ ପୋଷ୍ଟର ଲଗାଇ ପ୍ରତିବାଦ କରୁଛନ୍ତି ସନଲିସା । ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଛି । ଏହି ସମୟରେ ପ୍ରତିବାଦ କରୁଛନ୍ତି ପ୍ରଯୋଜିକା ସନଲିସା । ଓଲିଉଡରେ କିଛି କଳାକାରଙ୍କୁ ନେଇ ବିବାଦ ସୃଷ୍ଟି ହେବା ପରେ ଫିଲ୍ମ ରିଲିଜ ଉପରେ ପ୍ରଭାବ ପଡ଼ିଥିଲା । ମାଲ୍ୟଗିରି ଓ ପ୍ରଥା ଫିଲ୍ମ ପୋଷ୍ଟର ଚିରି ପ୍ରତିବାଦ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *