ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ୱଲପୁରରେ ଆଇଆଇଏମର ନୂଆ କ୍ୟାମ୍ପସର ଉଦଘାଟନ ପାଇଁ ଯୋଗଦେଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ମୋଦିଙ୍କ ପ୍ରଶଂସା କରି କହିଛନ୍ତି ଯେ ଦେଶକୁ ନୂଆ ଦିଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶକୁ ଅର୍ଥନୀତିରେ ଆଗକୁ ନେବା ପାଇଁ ମଧ୍ୟ ସହାୟ ହୋଇଛନ୍ତି ମୋଦି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଦେଶରେ ଗୋଲଡେନ ସମୟ ଚାଲିଥିବା ବେଳେ ଓଡ଼ିଶା ଏଥିରେ ଆଗୁଆ ରହିଛି । ଷ୍ଟାଟଅପକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଗୁରୁତ୍ୱ ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *