ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ରୋଜଗାର

ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ରୋଜଗାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୫୧ହଜାର ଯୁବବର୍ଗଙ୍କୁ ରୋଜଗାର ପ୍ରଦାନ କରିଛନ୍ତି । ଯୁବକ ମାନଙ୍କୁ ନିଯୁକ୍ତିପତ୍ର ଦେଇ ସେମାନଙ୍କୁ ରୋଜଗାର କରିବାରେ ପ୍ରୋତ୍ସାହିତ କରିଛନ୍ତି । ନବନିଯୁକ୍ତ ମାନେ ବିଭିନ୍ନ ପଦବୀ ପାଇଁ ଚୟନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଏହି ରୋଜଗାର ମେଳା ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପାରଦର୍ଶି କରିବ । ଏହାଦ୍ୱାରା ଦେଶର ଯୁବକମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ଉପରେ ଭରସା ଆସିଛି । ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ସାମିଲ ହୋଇଥିଲେ । ଏହି ରୋଜଗାର ମେଳା ସାରା ଦେଶରେ ୩୭ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *