ପ୍ରଶଂସକଙ୍କ ପାଖକୁ ଗଲେ, ନମସ୍କାର କଲେ

ପ୍ରଶଂସକଙ୍କ ପାଖକୁ ଗଲେ, ନମସ୍କାର କଲେ

ଯଶିପୁର:

ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୪୦ ମିନିଟ ସମୟରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ଓହ୍ଲାଇଥିଲେ | ସେ ସେଠାରୁ କାରକେଡ଼ରେ ଯାଇ ଶିମିଳିପାଳ ଭିତରେ ପ୍ରବେଶ କରିବାର ଥିଲା | ହେଲେ ରାଷ୍ଟ୍ରପତି ହେଲିକ୍ୟାପ୍ଟରରୁ ଓହ୍ଲାଇ କାରକେଡ଼କୁ ଯାଇ ନଥିଲେ | ରାଇରଙ୍ଗପୁର ପାହାଡ଼ପୁରଠାରେ ପ୍ରୋଟୋକଲ ଭାଙ୍ଗି ହେଲିପ୍ୟାଡ଼ ଚାରିପାଖରେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିବା ପ୍ରଶଂସକଙ୍କ ପାଖକୁ ଯାଇଥିଲେ | ବ୍ୟାରିକେଡ଼ କଡରେ ଚାଲିଚାଲି ସମସ୍ତଙ୍କୁ ନମସ୍କାର କରିବା ସହ ଅଭିବାଦନ ଗ୍ରହଣ କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *