ପ୍ରଶାନ୍ତଙ୍କୁ ଗିରଫ ଘଟଣାରେ ହଜାର ହଜାର କର୍ମୀଙ୍କ ପ୍ରତିବାଦ

ପ୍ରଶାନ୍ତଙ୍କୁ ଗିରଫ ଘଟଣାରେ ହଜାର ହଜାର କର୍ମୀଙ୍କ ପ୍ରତିବାଦ

ଖୋର୍ଦ୍ଧା ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଗିରଫକୁ ପ୍ରତିବାଦ କରିଛନ୍ତି ପ୍ରଶାନ୍ତଙ୍କ ସମର୍ଥକ । ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ବିଜେପି କର୍ମୀ । ପ୍ରଶାନ୍ତଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଗତ ଶନିବାର ନିର୍ବାଚନ ବେଳେ ପ୍ରଶାନ୍ତ ଜଗଦେବ ବୋଲଗଡ଼ ବ୍ଲକ କାଉଁରୀପାଟଣା ବୁଥରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ଘଟଣାର କାହିଁକି ସିସିଟିଭି ଯାଂଚ କରାଯାଇନାହିଁ ବୋଲି ଦଳ ପ୍ରଶ୍ନ କରିଛି ।

author

Related Articles

Leave a Reply

Your email address will not be published. Required fields are marked *