ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ନିୟମିତ ଜାମିନ୍

ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ନିୟମିତ ଜାମିନ୍

ଖୋର୍ଦ୍ଧାର ନବ ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ନିୟମିତ ବେଲ୍ । ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବ ଗିରଫ ହୋଇଥିଲେ । ଗିରଫ ପରେ ପରେ ତାଙ୍କ ଜାମିନ୍ ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ପ୍ରଥମେ ତାଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ପରବର୍ତ୍ତୀ ସମୟରେ ମଞ୍ଜୁର କରିଥିଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ତେବେ ଜେଲରେ ଥିବା ବେଳେ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବଂ ଏହି ସମୟରେ ତାଙ୍କୁ ଅନ୍ତରୀଣ ଜାମିନ୍ ମଧ୍ୟ ମିଳିଥିଲା । ଆଉ ଆଜି ତାଙ୍କୁ ନିୟମିତ ଜାମିନ୍ ମିଳିଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *