ଆସନ୍ତା ୨୧ରୁ ଆରମ୍ଭ ହେବ ବଜେଟ ଅଧିବେଶନ

ଆସନ୍ତା ୨୧ରୁ ଆରମ୍ଭ ହେବ ବଜେଟ ଅଧିବେଶନ

ଫେବୃଆରୀ ୨୧ରୁ ରାଜ୍ୟ କ୍ୟାବିନେଟରେ ବଜେଟ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ବିଧାନ ସଭା ବଜେଟ୍ ଅଧିବେଶନ ୨ ଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ପେବୃଆରୀ ୨୧ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ସେହିପରି ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ।
ତେବେ ଫେବୃଆରୀ ୨୪ ତାରିଖରେ ବଜେଟ୍ ଉପସ୍ଥାପିତ ହେବା ବେଳେ ଏହାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିବେ । ତେବେ ଲୋକସଭାରେ ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଆସନ୍ତା ୨୧ ତାରିଖରେ ରାଜ୍ୟସଭାରେ ବଡେଟ୍ ଅଧିବେସନ ଆରମ୍ଭ ହେବ ।

author

Related Articles

Leave a Reply

Your email address will not be published. Required fields are marked *