ଫେବୃୟାରୀ 1ରେ ଆସିବ ଅନ୍ତରୀଣ ବଜେଟ

ଫେବୃୟାରୀ 1ରେ ଆସିବ ଅନ୍ତରୀଣ ବଜେଟ

ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଏଥର ବଜେଟରେ କିଛି ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର । ଆୟକର ସୀମାରେ ବି ପରିବର୍ତ୍ତନ ହୋଇପାରେ । ଏହି ଅନ୍ତରୀଣ ବଜେଟ ଫେବୃଆରୀ 1 ତାରିଖରେ ଆସିବ । ଆଗାମୀ ନିର୍ବାଚନକୁ ନଜରରେ ରଖି ସାଧାରଣ ଲୋକଙ୍କୁ ଆକର୍ଷିତ କଲାଭଳି ବଜେଟ ପ୍ରସ୍ତୁତ କରି ପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।କୁହାଯାଉଛି କି ଲୋକଙ୍କୁ ଏଥରର ବଜେଟ ଲୋକଙ୍କୁ ସୁହାଇଲା ଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *