ବଙ୍ଗଳା ଫିଲ୍ମିରେ ସିଦ୍ଧାନ୍ତ

ବଙ୍ଗଳା ଫିଲ୍ମିରେ ସିଦ୍ଧାନ୍ତ

ଭୁବନେଶ୍ୱର:

ଅଭିନେତା ସିଦ୍ଧାନ୍ତ ମହାପାତ୍ର ‘ବାପା-ସୁପରମ୍ୟାନ’ ପରେ ଏବେ ଦୁଇଟି ଚିତ୍ର ‘ଶଙ୍କର’ ଓ ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’କୁ ନେଇ ଚର୍ଚ୍ଚାରେ ଅଛନ୍ତି | ତେବେ ଇତିମଧ୍ୟରେ ସେ ଏକ ବଙ୍ଗଳା ଫିଲ୍ମି ‘ଡିଏର ପୁରୁଷ’ରେ ଅଭିନୟ କରୁଥିବା ସୂଚନା ମିଳିଛି | ଝିଲିକ ମୋସନ ପିକଚର୍ସର ନୂଆ ବଙ୍ଗଳା ଫିଲ୍ମି ‘ଡିଏର ପୁରୁଷ’ରେ ସିଦ୍ଧାନ୍ତଙ୍କ ସହ ଓଡ଼ିଆ ଆଭିନେତ୍ରୀ ଅନୁରାଧା ବି ଅଭିନୟ କରୁଛନ୍ତି | ଏହାର ନିର୍ଦ୍ଦେଶନାରେ ଜିତ ଚକ୍ରବର୍ତ୍ତୀ ଥିବାବେଳେ ପ୍ରଯୋଜନା କରିଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ | ନାରୀ-ପୁରୁଷର କାହାଣୀକୁ ନେଇ ଏହି ବଙ୍ଗଳା ଫିଲ୍ମି ସମୃଦ୍ଧ ଇଥିବା କହିଛନ୍ତି ପ୍ରଯୋଜିକା | ଏହି ଫିଲ୍ମିରେ ୱିଦ୍ଧାନ୍ତ ଓରଫ ମୁନ୍ନା ଭାଇଙ୍କ ଚରିତ୍ର ବେଶ ଦମଦାର ବୋଲି ସୂଚନା ମିଳିଛି |

author

Related Articles

Leave a Reply

Your email address will not be published. Required fields are marked *