ବଚସାରୁ ଯୁବକକୁ ଛୁରା ମାଡ଼

ବଚସାରୁ ଯୁବକକୁ ଛୁରା ମାଡ଼

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ ଗ୍ରାମରେ ଯୁବକକୁ ଛୁରାମାଡ l ଛୁରାମଡ଼ ରେ ସମୀର ଯାନୀ ନାମକ ଯୁବକ ଗୁରୁତର ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିଲା l ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥନାନ୍ତର କରାଯାଇଛି l ତେବେ ଛୁରା ମାଡ଼ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଣେ ସାଙ୍ଗ ତାଙ୍କୁ ଛୁରା ମାଡ କରିଥିବା ଜଣାପଡିଛି l ଘର ନିକଟରେ ଉଭୟ ଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା l ପରେ ସମୀର ଙ୍କ ଉପରକୁ ଛୁରୀ ରେ ଆକ୍ରମଣ କରିଥିଲେ l ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

author

Related Articles

Leave a Reply

Your email address will not be published. Required fields are marked *