ବଡଚଣାରୁ ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶିନୀ

ବଡଚଣାରୁ ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶିନୀ

ପ୍ରକାଶ ପାଇଲା ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଏହି ତାଲିକାରେ ଚିଲିକାରୁ ରଘୁନାଥ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ସହ ସପ୍ରାଇଜ କାର୍ଡ ଖେଳି ଦୁଇ ଦିନ ପୂର୍ବରୁ ବିଜେଡିକୁ ଆସିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ବଡଚଣା ଆସନ ପାଇଁ ଟିକେଟ୍ ଦେଇଛି । ସେହିପରି ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, କେନ୍ଦ୍ରାପଡାରୁ ଗଣେଶ୍ୱର ବେହେରାଙ୍କୁ ଟିକେଟ୍ ମିଳିଛି । ଚମ୍ପୁଆରୁ ସନାତନ ମହାକୁଡ, ରେମୁଆରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ସୁଭାଷିନୀ ସାହୁଙ୍କ ଉପରେ ଦଳର ସୁପ୍ରିମୋ ଭରସା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *