ବଢ଼ୁଛି ମହାନଦୀର ଜଳସ୍ତର..

ବଢ଼ୁଛି ମହାନଦୀର ଜଳସ୍ତର..

 ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ।

ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୭୯ ଫୁଟ୍ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୬ ହଜାର ୫୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୬ ହଜାର ୬୯୮ କ୍ୟୁସେକ ଜଳ। ଖଇରମାଳରେ ଏବେ ୫ ଲକ୍ଷ ୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ପଥରଳାରେ ୧ ଲକ୍ଷ ୩ ହଜାର ୫୨୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବରମୂଳ ଓ ମୁଣ୍ଡଳିରେ ଜଳସ୍ତର ସ୍ଥର ରହିଛି। ଆସନ୍ତାକାଲି ଦିନ ୧୧ଟାରେ ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ବନ୍ୟାଜଳ।

author

Related Articles

Leave a Reply

Your email address will not be published. Required fields are marked *