ଭୁବନେଶ୍ୱର ବିଜେଡି କର୍ପୋରେଟର କଳି ପ୍ରସଙ୍ଗ । ସୋ କଜ୍ ନୋଟିସର ଉତ୍ତର ରଖିଲେ ଦୁଇ କର୍ପୋରେଟର । ଅମରେଶ ଜେନା ଓ ବିରଞ୍ଜି ମହାସୂପକାର ଉତ୍ତର ରଖିଛନ୍ତି ।ନୋଟିସରେ ଉଲ୍ଲେଖ କରି କହିଛନ୍ତି , ଆମ ପ୍ରତି ଅନ୍ୟାୟ ହୋଇଛି, ଆମେ କିଛି ବିଶୃଙ୍ଖଳା କରିନୁ ।ଅଶୋକ ପଣ୍ଡା ଓ ଅନନ୍ତ ଜେନା ଷଡଯନ୍ତ୍ର କରୁଥିଲେ । ସବୁ ବିବାଦ ଅଶୋକ ପଣ୍ଡା ଏବଂ ଅନନ୍ତ ଜେନା କରିଛନ୍ତି ବୋଲି କହିଲେ । ଏହା ସହ ଯଦି ଆମେ ଦୋଷୀ ତେବେ ସେମାନେ ମଧ୍ୟ ଦୋଷୀ ବୋଲି କହିଛନ୍ତି ବିଜେଡି କର୍ପୋରେଟର ।
You can share this post!
author