ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ; ୬ ମାସ ବଢାଇଲେ ରାଜ୍ୟ ସରକାର

ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ; ୬ ମାସ ବଢାଇଲେ ରାଜ୍ୟ ସରକାର

ନିର୍ବାଚନୀ ବର୍ଷରେ ବଢ଼ିଲା ରାଜ୍ୟ ମୁଖ୍ୟଶାସନ ସଚିବଙ୍କ କାର‌୍ୟ୍ୟକାଳ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର‌୍ୟ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର। ୨୦୨୪ ଜୁନ୍ ୩୦ ପର‌୍ୟ୍ୟନ୍ତ ପ୍ରଦୀପଙ୍କ କାର‌୍ୟ୍ୟକାଳ ବଢ଼ାଯାଇଛି । ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର‌୍ୟ୍ୟକାଳ ସରିବାର ଥିଲା। ପ୍ରଦୀପ ଜେନାଙ୍କ ବଦଳରେ ସରକାର କାହା ନାଁ ଘୋଷଣା କରି ନ ଥିବାରୁ କଳ୍ପନାଜଳ୍ପନା ଲାଗି ରହିଥିଲା। ଏବେ ଏହା ଉପରୁ ସସପେନ୍ସ ହଟାଇ ସରକାର ପ୍ରଦୀପଙ୍କ କାର‌୍ୟ୍ୟକାଳ ଆଉ ୬ ମାସ ବଢାଇ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *