ବଦଳିବେ ବିଏମସି କମିଶନର

ବଦଳିବେ ବିଏମସି କମିଶନର

ବଦଳିବେ ବିଏମସି କମିଶନର । ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିଶନର । ବିଜୟ ଅମୃତା କୁଲାଙ୍ଗେ ମାସେ ଛୁଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଉଥିବା ସୂଚନା ମିଳିଛି । ଛୁଟିରୁ ଫେରିବା ପରେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିପାରେ ବୋଲି ସୂଚନା ରହିଛି । ରାଜେଶ ପ୍ରଭାକର ବିଏମସି କମିଶନର ରହିବା ସହ ସମନ୍ୱୟ ବିଭାଗର ସଚିବ ମଧ୍ୟ ରହିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *