ବଦଳିଲା ପାଗର ମିଜାଜ

ବଦଳିଲା ପାଗର ମିଜାଜ

ବଦଳିଲା ପାଗର ମିଜାଜ । ସକାଳେ ତତାଇଲା, ଏବେ ଭିଜାଇବ । ଆଗମୀ ୩ ଘଣ୍ଟା ପ ର୍ଯ୍ୟନ୍ତ ଘୂର୍ଣ୍ଣିଝଡ ଏବଂ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ରାଜଧାନୀରେ ୪୩.୨ ଡିଗ୍ରୀ ତାପମାତ୍ରା ପରେ କାଳବୈଶାଖୀ ବର୍ଷା ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ସହ କଟକ. ପୁରୀ, ଖୋର୍ଦ୍ଧା, ବରଗଡ ଓ ନୟାଗଡକୁ ମଧ୍ୟ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ତେବେ ରାଜଧାନୀର କିଛି ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଗଲାଣି ।

author

Related Articles

Leave a Reply

Your email address will not be published. Required fields are marked *