ବଦଳିଲା ସ୍କୁଲ ସମୟ

ବଦଳିଲା ସ୍କୁଲ ସମୟ

ବଦଳିଲା ସ୍କୁଲ ସମୟ । ଖୋର୍ଦ୍ଧା ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ , ବେସରକାରୀ ଏବଂ ଅଙ୍ଗନବାଡି କେନ୍ଦ୍ରର ପାଠପଢା ସମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ଏହି ସବୁ ଶିକ୍ଷାନୁଷ୍ଠାନ ସକାଳ ସାଢେ ୬ ରୁ ସାଢେ ୧୦ ଯାଏଁ ଖୋଲା ରହିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶ ଜାରି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ନିର୍ଦ୍ଦେଶାନାମା ଅନୁସାରେ, ଜିଲ୍ଲାର ସମସ୍ତ ସ୍କୁଲରେ ସକାଳ ସାଢ଼େ ୧୦ଟା ଯାଏ ପାଠପଢ଼ା ହେବ । ପରବର୍ତୀ ନିର୍ଦ୍ଦେଶ ଯାଏଁ ଏହା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

author

Related Articles

Leave a Reply

Your email address will not be published. Required fields are marked *