ବରିଷ୍ଠ ନେତା ସୁରେନ୍ଦ୍ର ନାୟକ ପରଲୋକ….

ବରିଷ୍ଠ ନେତା ସୁରେନ୍ଦ୍ର ନାୟକ ପରଲୋକ….

କାକଟପୁର ନିର୍ବାଚନ ମଣ୍ଡଳୀର ୭ ଥର ବିଧାୟକ ଥିଲେ ସୁରେନ୍ଦ୍ରନାଥ ।ଭୁବନେଶ୍ୱର ସ୍ଥିତ ବାସଭନରେ କାକଟପୁରର ପୂର୍ବତନ ବିଧାୟକ ୯୩ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତେବେ ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡିତ ଥିଲେ ବୋଲି ସୂଚନା ମିଳିଛି । ବିଜେଡି ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ । ଏହାପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ରେ ଜନତା ଦଳ ଟିକେଟରେ ସେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ ।

 ସରପଞ୍ଚରୁ ମନ୍ତ୍ରୀ ପର୍ୟ୍ୟନ୍ତ ରାଜନୀତି ଜୀବନ ତାଙ୍କର ବେଶ ଲମ୍ବା ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ ଥିଲେ ସୁରେନ୍ଦ୍ର ।

author

Related Articles

Leave a Reply

Your email address will not be published. Required fields are marked *