ବରୀରେ ଭୋଟ ଦେଲେ ସୁଲତା..

ବରୀରେ ଭୋଟ ଦେଲେ ସୁଲତା..

ଆଜି ଓଡ଼ିଶାର ତଥା ଦେଶର ଶେଷ ମତ ଦାନ ଦିବସ |ଆଜି ନିର୍ବାଚନ ମଣ୍ଡଳୀରେ ଥିବା 224 ଗୋଟି ବୁଥରେ 2ଲକ୍ଷ 24ହଜାର 3ଶହ 59 ଜଣ ମାତାଦାତା ତାଙ୍କର ମତ ଦାନ ଇ ଭି ଏମ ମେସିନରେ ତାଙ୍କର ମତକୁ ସିଲ କରିବେ | ବରୀ ନିର୍ବାଚନ ମଣ୍ଡଳୀ 36 ନମ୍ବର ଜୋନର ଜନସାଧାରଣ ଶୃଙ୍ଖଳା ସହିତ ମତଦାନ ଜାରି ରଖିଛନ୍ତି |ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ତା ସୁଚାରୁ ରୂପେ ଶାନ୍ତି ଶୃଙ୍ଖଳା ଜାରି ରହିଛି |ବ୍ରହ୍ମ ବରଦା ଅଞ୍ଚଳର ବିଶିଷ୍ଟ ସମାଜ ସେବି ବିଜେପି ଦଳର ଆଗ ଧାଡ଼ିର ଟାଣୁଆ ନେତା ଶ୍ରୀଯୁକ୍ତ ପ୍ରଦୀପ ଦାସ ତାଙ୍କ ଦଳକୁ ମଜବୁତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସୁଚାରୁ ରୂପେ ଜାରି ରଖିଛନ୍ତି |ଆଜି ଯାଜପୁର ଜିଲ୍ଲାର ସାଂସଦ ଶ୍ରୀମତୀ ସୁଲତା ଦେଓ ନିଜ ମାଟିରେ ପହଂଚି ନିକେ ମତ ଦାନ କରିଛନ୍ତି |ଜନସାଧାରଣ କିପରି ନିଜ ମତ ଦାନ କରିବେ ସେଥିପ୍ରତି ସଚେତନ କରାଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *