ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବାକୁ ଲୋକଙ୍କ ଭିଡ

ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବାକୁ ଲୋକଙ୍କ ଭିଡ

2023 ପୁରୁଣା ବର୍ଷ ନେବ ବିଦାୟ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପୁରୀ,ଭୁବନେଶ୍ୱର ଓ ଚନ୍ଦ୍ରଭାଗ ସମେତ ବିଭିନ୍ନ ସ୍ଥାନରେ ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଉପଭୋଗ କରୁଛନ୍ତି ଲୋକେ । ସୂର୍ଯ୍ୟୋଦୟ ଦେଖିବା ପାଇଁ ଭୋରରୁ ବହୁ ଲୋକଙ୍କର ଭିଡ ଜମିଥିଲା । ଦୀପ ଜାଳି ସୂର୍ଯ୍ୟଙ୍କୁ ସ୍ୱାଗତ କରିବା ସହ ମୋବାଇଲରେ ବର୍ଷର ଶେଷ ସୂର୍ଯ୍ୟର ପ୍ରଥମ କିରଣକୁ କ୍ୟାମେରାରେ କଏଦ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *