ବର୍ଷା ଆଣିଲା ଆଶ୍ୱସ୍ତି

ବର୍ଷା ଆଣିଲା ଆଶ୍ୱସ୍ତି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ତାଣ୍ଡବ ରଚୁଥିବାବେଳେ ସାମାନ୍ୟ ବର୍ଷା ଆଶ୍ୱସ୍ତି ଆଣିଛି । କଟକ ଓ ଭୁବନେଶ୍ୱରରେ ଝିପଝିପ ବର୍ଷା ହେବା ପରେ ପାରଦ ତଳମୁହାଁ ହୋଇଛି । ଛତିଶଗଡ଼ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦ୍ୱେତ ନଗରୀ ସମେତ କିଛି ଜିଲ୍ଲାରେ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଆଜି ଉପକୂଳ ସମେତ ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ ମନ୍ଧମାଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *