ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟ ମାମଲାରେ ଭୁବନେଶ୍ୱର ଲିଙ୍କ

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟ ମାମଲାରେ ଭୁବନେଶ୍ୱର ଲିଙ୍କ

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଆଉ ଏହି ଚାର୍ଜସିଟ୍ ଦାଖଲ ହୋଇଛି ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ଆର ପିନିତୀଙ୍କ ବିରୋଧରେ । ଏହି ଚର୍ଚ୍ଚିତ ୟୁଟ୍ୟୁବର ଜଣଙ୍କ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ନା ଦୀପ୍ତି ଆର ପିନିତୀ । ପରନ୍ତୁ ଏହି ମାମଲାରେ ଭାରତ ଏବଂ ୟୁଏଇ ସରକାର ମଧ୍ୟରେ ଭିତିରିଆ ବୁଝମଣା ରହିଛି । ଏବଂ ଏହି ମୃତ୍ୟୁର ଅସଲ ଉଦ୍ଦେଶ୍ୟକୁ ଚପାଇ ଦିଆଯାଉଛି ବୋଲି ଦାବି କରିଥିଲେ ୟୁଟ୍ୟୁବର ଜଣଙ୍କ । ଯେଉଁ ସରକାର ବିରୋଧରେ ଅଭିଯୋଗ ଆସିଛି ତାକୁ ସୁରକ୍ଷା ଦେବାକୁ ଯାଇ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି ବୋଲି ଦୀପ୍ତୀ ଅଭିଯୋଗ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *