ବଳଭଦ୍ରଙ୍କ ପଡିବା ଘଟଣା,ନିଯୁକ୍ତ ହେବେ ନୂଆ ଅଫିସର

ବଳଭଦ୍ରଙ୍କ ପଡିବା ଘଟଣା,ନିଯୁକ୍ତ ହେବେ ନୂଆ ଅଫିସର

ରଥଯାତ୍ରା ସମୟରେ ରଥ ଉପରେ ଶ୍ରୀ ବଳଭଦ୍ର ଭଗବାନ ପଡିବା ପରେ ଆରମ୍ଭ ହୋଇଯାଇଛି ଟଣାଓଟରା । ନୂଆ ଟିମ ଗଠନ ପାଇଁ ଆରମ୍ଭ ହୋଇଛି କସରତ । ଲୋକସେବା ଭବନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ତିନି ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଏପିସି ପଦବିରେ କାହାକୁ ମିଳିବ ନିଯୁକ୍ତି । କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସେନେଇ ଥମୁନି ଚର୍ଚ୍ଚା । ପୁର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ବର୍ତ୍ତନମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି ବୀରବିକ୍ରମ ଯାଦବ । ସୁଚନା ଅନୁଯାୟୀ ଘଟଣା ଦିନ ପୁରୀରେ ଉପସ୍ଥିତ ରହିନଥିଲେ ବୀରବିକ୍ରମ ଯାଦବ । ତେବେ ତାଙ୍କୁ ବଦଳି କରି ନୂଆ ଅଫିସରଙ୍କୁ ନିଯୁକ୍ତି ଦେବା ପାଇଁ ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *