ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ

ବାଂଲେଦେଶରେ ଅସୁରକ୍ଷିତ ହିନ୍ଦୁ । ଦିନକୁ ଦିନ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ତେଜିବାରେ ଲାଗିଛି । ପୁଣିଥରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବାର ଖବର ସାମ୍ନାକୁ ଆସିଛି । ମୃତକ ଜଣଙ୍କ ହେଲେ 28 ବର୍ଷୀୟ ସମୀର କୁମାର ଦାସ । ସେ ଜଣେ ଅଟୋ ଚାଳକ ଭାବେ କାମ କରୁଥିଲେ । ଗତ ରବିବାର ରାତିରେ ଘରକୁ ଫେରିବା ବେଳେ କିଛି ଦୁର୍ବୃତ୍ତ ସମୀରଙ୍କୁ ପିଟି ପିଟି ହତ୍ୟା କରିବା ସହ ତାଙ୍କ ଅଟୋ ରିକ୍ସା ନେଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡକୁ ନେଇ ତଦନ୍ତ ଜାରି ରହିଛି ।   ବାଂଲାଦେଶରେ ଗତ ୨୩ ଦିନରେ ଗଲାଣି ସାତଜଣ ହିନ୍ଦୁଙ୍କ ଜୀବନ ।

author

Related Articles

Leave a Reply

Your email address will not be published. Required fields are marked *