ବାଇକ୍ ଚଳାଇବାବେଳେ ହେଲମେଟ୍ ନଥିଲେ ବନ୍ଦ ହେବ ଦରମା….

ବାଇକ୍ ଚଳାଇବାବେଳେ ହେଲମେଟ୍ ନଥିଲେ ବନ୍ଦ ହେବ ଦରମା….

 ବାଇକ୍ ଚଳାଇବାବେଳେ ପ୍ରାଥମିକ ଶିକ୍ଷକ ହେଲମେଟ୍ ନ ପିନ୍ଧିଲେ ବନ୍ଦ ହେବ ମାସିକ ଦରମା ଗାଡ଼ି ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।

ତେବେ ମୋହନା ଗୋଷ୍ଠୀ ଶିକ୍ଷା ଆଧିକାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବାଇକ୍ ଚଳାଇବା ବେଳେ ପ୍ରାଥମିକ ଶିକ୍ଷକ ମାନେ ହେଲମେଟ୍ ପିନ୍ଧିବାକୁ ସେ ବାଧ୍ୟତାମୂଳକ କରିଛନ୍ତି । ନଚେତ୍ ସମ୍ପୃକ୍ତ ଶିକ୍ଷକଙ୍କ ମାସିକ ଦରମା ବନ୍ଦ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *