ବାଇକ୍ ଧକାରେ ସାଇକେଲ୍ ଚାଳକଙ୍କ ମୃତ୍ୟୁ

ବାଇକ୍ ଧକାରେ ସାଇକେଲ୍ ଚାଳକଙ୍କ ମୃତ୍ୟୁ

କନ୍ଧମାଳ:ଟିକାବାଲି

କନ୍ଧମାଳ ଜିଲ୍ଲା ଟିକାବାଲି ୧୫୭ ରାଜପଥ ଫାଲିସିପଦା ଛକଠାରେ ବାଇକ୍ ଓ ସାଇକେଲ୍ ମୁହାଁ ମୁହିଁ ଦ୍ଧକା ଦେବାରୁ ସାଇକେଲ୍ ଆରକ୍ଷି ଛିଟିକି ହୋଇ ପଡିଯାଇଥିବା ବଳେ କିଛି ସ୍ତାନିୟ ଲକେଦେଖି ପ୍ରଥମେ ଅଗ୍ନିଶମ କେନ୍ଦ୍ରଖୁ ଫନ୍ କରିଥିଲେ । ଖବରପାଇ ଅଗ୍ନିଶମ ଅଧିକାରୀ ଏବଂ ତାଙ୍କ ସହକର୍ମି ସହ ପଲିସ୍ ଘୋଟଣା ସ୍ଥଳରେ ପହଞ୍ଚ ସାଇକେଲ୍ ଆରକ୍ଷୀ ଙ୍କୁ ପ୍ରଥମେ ଟିକାବାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତର ଚିକିତ୍ସା ଧିନରେ ସାଇକେଲ୍ ଆରକ୍ଷୀ ଙ୍କୁ ମୃତ୍ୟୁ ଘସଣା କରିଥିଲେ । ଘଟଣା ସ୍ଥଳେ ଶ୍ୟାମ ଙ୍କ ସ୍ତ୍ରୀ ସାରି ପ୍ରଧାନ ,ଓ ପୁଅ ଚନ୍ଦନ ପ୍ରଧାନ ୧୫ ବର୍ଷ ଝିଅ ନିବେଦିତା ବୟଷ ୨୮ ମେଡିକାଲ କୁ ପହଞ୍ଚିଥିଲେ । ମୃତ୍ୟୁ ବରଣ ଖରିଥିବା ବ୍ୟକ୍ତି ଯୋଣକ ହେଲେ ଟିକାବାଲି ଅଧିନରେ ଥିବା ବପଲମେଣ୍ଡି ( ବି) ପଞ୍ଚାୟତର ଚିକିଟାବର ଗ୍ରାମର ଶ୍ୟାମ ପ୍ରଧାନ ୬୦ ବର୍ଷ ବଲି ଯୋଣାପଡିଛି।

ଶ୍ୟାମ ପ୍ରଧାନ, ନିଜଘରୁ ସାଇକେଲ୍ ଧୋରି ବାହାରି ସଙ୍ଖରାଖୁଲ ଜିବା ସମୟରେ ଫୁଲବାଣି ପଟୁ ଦୃତଗତିରେ ଆସୁଥିବା ଏକ ପଲ୍ସର ବାଇକ୍ ନଂ ଓଡି ୧୨ ଇ ୬୭୪୩ ଫାଲିସିପଦା ଛକଠାରେ ଶ୍ୟାମ ଙ୍କୁ ଧକା ହୋଇଥିବା ଯୋଣାପଡିଛି। ପଲିସ ତଦନ୍ତରୁ ଯୋଣାପଡିଥିଲା ଯେ ବାଇକ୍ ଚାଳକ ହେଲେ ବାଲିଗୁଡା ନୂଆସାସି ବଲି ଯୋଣାପଡିଛି। ବାଇକ୍ ଚାଳକକୁ ଟିକାବାଲି ପଲିସ୍ ଅଟକ ରଖିଛି। ଏନେଇ ଟିକାବାଲି ପଲିସ୍ କେସ୍ ନଂ ୬୯ /୨୩ ରେ ରୂଜୁକରି ବେବଛେଦ ପାଇଁ ଫୁଲବାଣୀ ମୂଖ୍ୟ ଚିକିତ୍ସା ଳୟକୁ ପଠାଇ ଥିବା ସୂଚନା ଦେଇଛନ୍ତି ଥାନାଅଧିକାରିଣୀ କଲ୍ୟାଣିମୟୀ ଷେଣ୍ଢ ।

author

Related Articles

Leave a Reply

Your email address will not be published. Required fields are marked *