ଅନଲାଇନ ଶିକ୍ଷା ପୋର୍ଟାଲ ବାଇଜୁସ ଉପରେ କଡା କାର୍ଯ୍ୟାନୁଷ୍ଠାନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ନିଆଗଲା କାର୍ଯ୍ୟନୁଷ୍ଠାନ । ବିଦେଶୀ ଫଣ୍ଡିଂ ଆଇନ ଉଲଂଘନ ପାଇଁ ବାଇଜୁସକୁ 9 ହଜାର କୋଟି ଟଙ୍କା ପଇଠ କରିବାକୁ ଇଡି ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଇଡି ବାଇଜୁସର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରି କହିଥିଲା କି, ବାଇଜୁ କମ୍ପାନୀ ଲୋକପ୍ରିୟ ଅନଲାଇନ ଏଜୁକେଶନ ପୋର୍ଟାଲ ନାମରେ ଏକ କମ୍ପାନୀ ଚାଲଇଛି । ଏହି କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯିବା ପରେ ଅନେକ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଜବତ କରାଯାଇଛି ।
You can share this post!
author
Related Articles
ଜଗନମୋହନ ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ
- September 22, 2024
ଭରତପୁର ଘଟଣାରେ ନୂଆ ଟ୍ୱିଷ୍ଟ ଧରାପଡିଲା ଅସଲ ଦୋଷୀ !
- September 21, 2024