ବାଙ୍କୀରେ ହାତୀ ମାନଙ୍କର ଆତଙ୍କ

ବାଙ୍କୀରେ ହାତୀ ମାନଙ୍କର ଆତଙ୍କ

ବାଙ୍କୀ ଅଞ୍ଚଳରେ ହାତୀ ମାନଙ୍କର ଆତଙ୍କ । ନଦୀ ପାର ହୋଇ ଆସି ପନିପରିବା ଫସଲ ନଷ୍ଟ କରିଦେଇଛନ୍ତି ହାତୀ ପଲ । ରବିବାର ବିଳମ୍ୱିତ ରାତିରେ ଆଠଗଡ ସୁକାଶନ ଜଙ୍ଗଲରୁ ମହାନଦୀ ପାର ହୋଇ ଆସିଛନ୍ତି ହାତୀପଲ ଏବଂ ଭଗିପୁର ଅଂଚଳରେ ହୋଇଥିବା ଚାଷ ଜମିରେ ପଶି ପନିପରିବା ନଷ୍ଟ କରିଛନ୍ତି । ଏହା ପରେ ଭୋର ସମୟରେ ହାତୀ ପଲ ବାଙ୍କୀ-କଟକ ମୁଖ୍ୟ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି । ଫଳରେ ଘଣ୍ଟାଏ ଧରି ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଯାତାୟତରେ ବାଧା ପ୍ରାପ୍ତ ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *