ବାରାହା ଆକ୍ରମଣରେ ଚାଷୀ ଗୁରୁତର । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତୀ

ବାରାହା ଆକ୍ରମଣରେ ଚାଷୀ ଗୁରୁତର । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତୀ

କାମାକ୍ଷାନଗର:ଢେଙ୍କାନାଳ

ବାରାହା ଆକ୍ରମଣରେ ଚାଷୀ ଗୁରୁତର। ଗୁରୁତର ଚାଷୀ ହେଲେ ତୁମୁଶିଙ୍ଗା ଥାନା ତଳବାଇସିଙ୍ଗା ଗ୍ରାମର ରଥି ବେହେରା। ସେ ଆଜି ବିଲକୁ ଯାଇଥିବାଳବେଳେ ଜଙ୍ଗଲି ବାରାହା ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାରକରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତିକରିଥିଲେ। ତାଙ୍କ ହାତ,ଗୋଡ ଛାତି ଓ ପିଠିରେ ଗଭିର କ୍ଷତ ସୃଷ୍ଟିହୋଇଛି। ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *