ବାରିପଦାରେ ମୋଦିଙ୍କ ଜନସମାବେଶ

ବାରିପଦାରେ ମୋଦିଙ୍କ ଜନସମାବେଶ

ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର । କିନ୍ତୁ ତା ପୂର୍ବରୁ ପ୍ରଚାର ଯୁଦ୍ଧକୁ ଚୂଡାନ୍ତ ରୂପ ଦେବାକୁ ସମସ୍ତ ଦଳ ରେଡୀ ହେଲେଣି । ଆଉ ଏହାରି ମଧ୍ୟରେ ବିଜେପି ପାଇଁ ଆଜି ପ୍ରଚାରର ଶେଷ ଦିନରେ ସାମିଲ ହେବାକୁ ଓଡିଶାରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦାଠାରେ ମୋଦି ପହଞ୍ଚି ସାରିଛନ୍ତି। ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *