ବାଲିଉଠାଣକୁ ନେଇ ତେଜିଲା ବିବାଦ

ବାଲିଉଠାଣକୁ ନେଇ ତେଜିଲା ବିବାଦ

ମୁହାଁମୁହିଁ ହେଲେ ବାଲି ମାଫିଆ ଓ ପୋଲିସ । ବାଲିଉଠାଣକୁ ନେଇ ଉଠିଲା ବିବାଦ । ବାଲି ମାଫିଆଙ୍କ ଆକ୍ରମଣରେ 5ଜଣ ପଶ୍ଚିମବଙ୍ଗ ପୋଲିସ ଆହତ ହୋଇଛନ୍ତି । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଗୁଆଗଡିଆ ନିକଟ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ସୀମାନ୍ତରୁ ବେଆଇନ ଭାବେ ବାଲି ଉଠାଉଥିଲେ ମାଫିଆ । ଖବର ପାଇ ପଶ୍ଚିମବଙ୍ଗ ପୋଲିସ ଚଢାଉ କରିବାରୁ ବାଲି ଗାଡି ନେଇ ଚମ୍ପଟ ମାରିଥିଲେ । ଏଥିରେ ୪ ଜଣ ପଶ୍ଚିମବଙ୍ଗ ପୋଲିସ ଆହତ ହୋଇଛନ୍ତି,ସେମାନଙ୍କୁ ଦାନ୍ତୋନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।

author

Related Articles

Leave a Reply

Your email address will not be published. Required fields are marked *