ବାଲେଶ୍ୱର ଗସ୍ତରେ 5ଟି ଅଧ୍ୟକ୍ଷ

ବାଲେଶ୍ୱର ଗସ୍ତରେ 5ଟି ଅଧ୍ୟକ୍ଷ

ବାଲେଶ୍ୱର ଗସ୍ତରେ ଯାଇଛନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରୀ ସ୍ଥିତ ମନ୍ମଥ-ମନୋଜ ସ୍ମାରକୀ ପୀଠ ପରିଦର୍ଶନ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଏହି ସ୍ମାରକୀ ପୀଠରେ ଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ।  ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କନ୍ୟାନଗରୀ ଗାଁର ଜଗଧାତ୍ରୀ ପଡ଼ିଆରେ ଥିବା ହେଲିପ୍ୟାଡ୍ ପଡ଼ିଆରେ ଅବତରଣ କରିବା ପରେ ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନେ ତାଙ୍କୁ ସ୍ୱାଗତ କରିବା ପରେ ଉକ୍ତ ସ୍ମାରକୀପୀଠକୁ ଏକ ବିଶାଳ ଶୋଭାଯାତ୍ରାରେ ଭିକେ ପାଣ୍ଡିଆନ ଯାଇଥିଲେ । ସେଠାରେ ମନ୍ମଥ ଦାସ ଓ ମନୋଜ ଦାସ ପୁରୁଣା ସ୍ମୃତି ଲାଇବ୍ରେରୀ ସହ ବିଭିନ୍ନ ସ୍ଥାନକୁ ପାଖାପାଖି ୨୦ ମିନିଟ ଧରି ବୁଲି ଦେଖିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *