ବାୟୁସେନାର 91ତମ ପ୍ରତିଷ୍ଠା ଦିବସ

ବାୟୁସେନାର 91ତମ ପ୍ରତିଷ୍ଠା ଦିବସ

ଆଜି ଆକାଶରେ ନିଜର ପରାକ୍ରମ ଦେଖାଇବ ବାୟୁସେନା । ବାୟୁସେନାର 91 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । 100ରୁ ଅଧିକ ବିମାନ ଓ ହେଲିକପ୍ଟର ନିଜର ପରାକ୍ରମ ଦେଖାଇବ ବାୟୁସେନା । ପ୍ରୟାଗରାଜର ତ୍ରିବେଣୀ ସଂଗମଠାରେ ବାୟୁସେନାର ରଣକୌଶଳ ପ୍ରଦର୍ଶନ ହେବ । ଆକାଶରେ ରାଫେଲ,ସୁଖୋଇ-30,ମିରାଜ ଯୁଦ୍ଧ ବିମାନ ରଣକୌଶଳ ଦେଖାଇବେ । ଏହି ଏୟାର ଶୋ ଦ୍ୱାରା ଭାରତ ନିଜର ଶୌର୍ଯ୍ୟ ଦେଖାଇବ ।

author

Related Articles

Leave a Reply

Your email address will not be published. Required fields are marked *