ବିକାଶର ଅନ୍ୟ ନାମ ହିମାଂଶୁ ଶେଖର

ବିକାଶର ଅନ୍ୟ ନାମ ହିମାଂଶୁ ଶେଖର

ଯାଜପୁର ଜିଲ୍ଲାର ଧର୍ମଶାଳା ବିକାଶ ପାଇଁ ଆଜିର ଦିନରେ ଏକ ନିଆରା ଯୁବକ ସମାଜ ପାଇଁ ଦୃଢ ଭାବରେ ଅଣ୍ଟା ଭିଡିଛନ୍ତି |ଦୁଃଖୀର ଦୁଃଖ ସମୟରେ ଏକ ମାତ୍ର ସାହା ଭରଷା ହିମାଂଶୁ ଶେଖର ସାହୁ |ସାରା ଓଡ଼ିଶାରେ ଅଂଶୁମାନ ଟ୍ରଷ୍ଟ ହେଉଛି ତାଙ୍କ ପାଇଁ ସୁ-ପରିଚିତ |ଟ୍ରଷ୍ଟ ମାଧମରେ ବନ୍ୟା, ବାତ୍ୟା, ବାର୍ଦ୍ଧକ୍ୟ ଜନସାଧାରଣଙ୍କ ପାଇଁ ସେ-ହେଉଛନ୍ତି ଭଗବାନଙ୍କ ଦୂତ ସାଜି ଜନ-କଲ୍ୟାଣ କ୍ଷେତ୍ରରେ ଏକ ଭିନ୍ନ ମଣିଷ |ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ହିମାଂଶୁ ଶେଖର ସାହୁ ନିଜେ ଅଣ୍ଟା ଭିଡିବା ସହିତ ସାରା ଧର୍ମଶାଳାର ଜନସାଧାରଣ ତାଙ୍କ ପାଇଁ ଆଜି ହାଜର ହଜାର ଆବାଳ ବୃଦ୍ଧ ବନିତା ଅଣ୍ଟା ଭିଡିଛନ୍ତି |ଚଳିତ 2024 ନିର୍ବାଚନ ପାଇଁ ଲୋକଙ୍କ ଏକ ମତ ଏକ ସ୍ୱର ହିମାଂଶୁ ଭାଇ ସାରା ଧର୍ମଶାଳାର ବିକାଶର ଅନ୍ୟ ନାମ |ଆଜିରର ଏ ପଦ ଯାତ୍ରା ପାଇଁ ଯାଜପୁର ଜିଲ୍ଲାରେ ଚହଳ ସୃଷ୍ଟି କରିଛି |ବିପକ୍ଷ ଦଳକୁ ଟକ୍କର ଦେଇ ବିପୁଳ ସଂଖ୍ୟାରେ ଜିତିବାର ଆଶା ନିଶ୍ଚିତ ଭାବରେ ଦେଖିବାକୁ ମିଳିବ |

author

Related Articles

Leave a Reply

Your email address will not be published. Required fields are marked *