ବିଜେଡିରେ ବଡ ହଲଚଲ !

ବିଜେଡିରେ ବଡ ହଲଚଲ !

ଆଗକୁ ବିଜେଡିରେ ହେବ ବଡ ହଲଚଲ । ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ବିଜେଡିରେ ବସିବ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି । ଆଗକୁ ଦଳର ରଣନୀତି କଣ ରହିବ ସେନେଇ ସବିଶେଷ ଆଲୋଚନା ହେବ । ଏବଂ ଆଗକୁ ଥିବା ପଦ ଯାତ୍ରା. ନୂଆ କମିଟି ଓ ଅନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ମଧ୍ୟ ଆଲୋଚନା ହେବ । ଏବଂ ଏଥିରେ ଦଳର ପରାଜୟର କାରଣ ଖୋଜିବା ପାଇଁ କମିଟି ମଧ୍ୟ ଚୟନ ହୋଇପାରେ ବୋଲି କୁହାଯାଉଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପର୍କରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *