ବିଜେଡିରେ ମିଶିଲେ କଂଗ୍ରେସ ନେତା

ବିଜେଡିରେ ମିଶିଲେ କଂଗ୍ରେସ ନେତା

ବିଜେଡିରେ ମିଶିଲେ କଂଗ୍ରେସ ନେତା । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ କଂଗ୍ରେସ ବିଧାୟକ କେ ସୂର୍ଯ୍ୟ ରାଓ ବିଜେଡିରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କ ସହ ଶଂଖ ଭବନ ଯାଇ ସେଠାରେ ବିଜେଡିରେ ସାମିଲ ହୋଇଛନ୍ତି ସୂର୍ଯ୍ୟ ରାଓ ।


୨୦୧୪ରୁ ୨୦୧୯ ଯାଏଁ ପାରଳାଖେମୁଣ୍ଡିରୁ ବିଧାୟକ ଥିଲେ ସୂର୍ଯ୍ୟ । ସେଠାରେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି । ଆଜି ସେ ବିଜେଡିରେ ସାମିଲ ହେବା ପରେ ଉଭୟ ପାରଳାଖେମୁଣ୍ଡି ବିଧାନସଭା ଓ ବ୍ରହ୍ମପୁର ଲୋକସଭାରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *