ବିଜେଡିରେ ମିସିଲେ ସନ୍ତୃପ୍ତ ମିଶ୍ର।

ବିଜେଡିରେ ମିସିଲେ ସନ୍ତୃପ୍ତ ମିଶ୍ର।

ନିର୍ବାଚନକୁ ନେଇ ବିଜୁ ଜନତା ଦଳର ବଡ ଗେମ ପ୍ଲାନ । ହଁ ଦର୍ଶକବନ୍ଧୁ ବିଜେଡିରେ ମିଶିଲେ ଶିଳ୍ପପତି ସଂତୃପ୍ତ ମିଶ୍ର । ସେ ଆଦିତ୍ୟ ବିର୍ଲା ଏଚ୍‌ଆର ଗ୍ରୁପ ନିର୍ଦ୍ଦେଶକ ଥିଲେ। ଏହାସହ ସେ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ସତୃପ୍ତ ଡିସେମ୍ବରରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ନବୀନ ନିବାସରେ ଆଜି ବିଜେଡିରେ ସାମିଲ ହେବା ବେଳେ ତାଙ୍କ ସହିତ ଦଳର ସାଂଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଦେବଙ୍କ ସମେତ ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ। ଉଦ୍ୟୋଗ ଜଗତର ସେ ଜଣେ ବଡ ବ୍ୟକ୍ତିତ୍ୱ ସେ ରାଜନୀତିରେ ପାଦ ଥାପିଛନ୍ତି ଗୋଟିଏ ପଟେ ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପାଇବା ଓ ଆଉ ଅନ୍ୟପଟେ ସଂତୃପ୍ତ ମିଶ୍ରଙ୍କ ବିଜେଡିରେ ଯୋଗଦାନ । ଯାହାକୁ ନେଇ ବଢୁଛି ଦ୍ୱନ୍ଦ ।

author

Related Articles

Leave a Reply

Your email address will not be published. Required fields are marked *