ବିଜେଡି ସରପଞ୍ଚଙ୍କ ନାଁ ରେ ଅନାସ୍ଥା ପ୍ରସ୍ତାବ

ବିଜେଡି ସରପଞ୍ଚଙ୍କ ନାଁ ରେ ଅନାସ୍ଥା ପ୍ରସ୍ତାବ

ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଆମ୍ବପୁଆ ପଞ୍ଚାୟତ ର ମହିଳା ସରପଞ୍ଚ ଙ୍କ ନାଁ ରେ ନାଏବ୍ ସରପଞ୍ଚ ଙ୍କ ସମେତ ପନ୍ଦର ଜଣ ୱାର୍ଡ ମେମ୍ବର ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କୁ ଆସି ସରପଞ୍ଚ ଙ୍କ ବିରୋଧ ରେ ଅନସ୍ତା ପ୍ରସ୍ତାବ ଆଣିଛନ୍ତି।ଘଟଣା ପ୍ରକାରେ ଆମ୍ବପୁଆ ପଞ୍ଚାୟତ ର ସରପଞ୍ଚ ହେଉଛନ୍ତି ନଳିନୀ ବେହେରା କିନ୍ତୁ ତାଙ୍କ ସ୍ବାମୀ ଶଙ୍କର ବେହେରା ପଞ୍ଚାୟତ ରେ ରାଜ କରୁଥିବା କହିଥିବା ବେଳେ ସେ ନାଏଵ ସରପଞ୍ଚ ଓ କୌଣସି ୱାର୍ଡ ମେମ୍ବର ଙ୍କ କଥା ଶୁଣିନଥିବା ଆଉ ମନ ଇଚ୍ଛା ସବୁ କାମ ଫୋଟୋ ଆଉ କାଗଜପତ୍ର ରେ କରନ୍ତି ବୋଲି କହିଛନ୍ତି ନାଏବ ସରପଞ୍ଚ ।ତେବେ ଆଜି ୧୫ ଜଣ ୱାର୍ଡ ମେମ୍ବର ଙ୍କ ସହ ନାଏବ ସରପଞ୍ଚ ଆସି ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *