ବିଜେପିର ନମୋ ନବ ମତଦାତା ସମ୍ମିଳନୀ

ବିଜେପିର ନମୋ ନବ ମତଦାତା ସମ୍ମିଳନୀ

ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ପାଇଁ ଆୟୋଜିତ ହେଉଛି ନମୋ ନବ ମତଦାତା ସମ୍ମିଳନୀ । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଏହି ସମ୍ମିଳନୀ ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ଭିଡିଓ କନଫରେନ୍ସରେ ଯୋଡି ହୋଇଛନ୍ତି ପ୍ରଧାନମନ୍ତ୍ରୀ ।  ଓଡ଼ିଶାର ୨୫୦ଟି ସ୍ଥାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ପାଇଁ ଏପରି କାର୍ଯ୍ୟକ୍ରମ କରାଯାଉଛି । ନୂତନ ମତଦାତା ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତମାନର ନୂଆ ଭୋଟର ୨୦୪୭ ବିକଶିତ ଭାରତ ଗଠନର ନେତୃତ୍ୱ ନେବେ ।

author

Related Articles

Leave a Reply

Your email address will not be published. Required fields are marked *