ବିଜେପିିରେ ମିଶିବେ ସିଦ୍ଧାନ୍ତ ଏବଂ ଅନୁଭବ !

ବିଜେପିିରେ ମିଶିବେ ସିଦ୍ଧାନ୍ତ ଏବଂ ଅନୁଭବ !

ଆଜି ବିଜେପିରେ ଯୋଗ ଦେଇପାରନ୍ତି ଅଭିନେତା ତଥା ବିଜେଡି ନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତି । ବିଜେପିର ମୁଖ୍ୟାଳୟରେ ସିଦ୍ଧାନ୍ତ ଏବଂ ଅନୁଭବ ସାମିଲ ହେବା ନେଇ ଆଲୋଚନା ଚାଲିଛି । ଉଭୟ ନେତା ଆଜି ପଦ୍ମ ଧରିବା ନେଇ ଚର୍ଚ୍ଚା ଜୋର ଧରିଛି । ଅପରାହ୍ଣରେ ସେ ପଦ୍ମ ଧରିବା ନେଇ ସବୁଆଡେ ଆଲୋଚନା ଚାଲିଛି । ତେବେ ଉଭୟ ନେତା ଏପଯ୍ୟନ୍ତ ବିଜେଡିରୁ ଇସ୍ତଫା ଦେଇନାହାନ୍ତି । ଦଳରେ ସକ୍ରିୟ ନଥିଲେ ମଧ୍ୟ ଏଯାଏଁ କିଛି ବି ଆନୁଷ୍ଠାନିତ ଭାବେ ଘୋଷଣା କରିନଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *