ବିଜେପି ଛାଡିବେ ସମୀର ଦାସ !

ବିଜେପି ଛାଡିବେ ସମୀର ଦାସ !

କେଉଁ ପ୍ରତିଶ୍ରୁତି ନେଇ ବିଜେଡିରୁ ବିଜେପିକୁ ଆସିଥିଲେ ସମୀର ଦାସ ? ଏବେ ପର୍ଯ୍ୟନ୍ତ କାହିଁକି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରୁନାହିଁ ଭାରତୀୟ ଜନତା ପାର୍ଟି ? ସମୀର ଦାସଙ୍କ ସହିତ ଖେଳଖେଳୁଛି କି ଭାରତୀୟ ଜନତା ପାର୍ଟି ? ଦାୟିତ୍ୱ ଦେବା ବଦଳରେ ଦଳରେ ସମୀରଙ୍କୁ କୋଣଠେସା କରାଯାଉଛି କି ? ହଁ ଦର୍ଶକବନ୍ଧୁ 24 ନିର୍ବାଚନ କେତେ ନେତାଙ୍କ ଭାଗ୍ୟରେ ଆଣିଛି ପରିବର୍ତ୍ତନ । ଯଦି ଆମେ ବିଜେଡିରୁ ବିଜେପିକୁ ଡିଆଁ ମାରିଥିବା ସମୀର ଦାସଙ୍କ କଥା ଦେଖିବା ନିର୍ବାଚନ ପୂର୍ବରୁ ବିଜେଡି ସମୀରଙ୍କ ସହ ଯେଉଁ ଖେଳ ଖେଳିଲା ତାହା ତ ସମସ୍ତେ ଦେଖିଲେ । ଟିକେଟ ଦେବା ବଦଳରେ ନୂଆ ନୂଆ ଦାୟିତ୍ୱ ଦେଲେ ହେଲେ ଯାହାକୁ ଅସ୍ୱୀକାର କରି ସମୀର ଦାସ ବିଜେପିରେ ସାମିଲ ହୋଇଥିଲେ ଏବଂ ବିଜେଡିର ଗଡ ହୋଇ ରହିଥିବା ନିମାପଡାରେ ପଦ୍ମ ଫୁଲ ଫୁଟାଇଥିଲେ । ବିଜେପି ପାଇଁ ନିଜର ଶ୍ରମ ଓ ସମୟ ସବୁ ଦାନ କରି ମଧ୍ୟ ଆଜି ସେ ଦଳ ପାଇଁ ଅଲୋଡା ହୋଇପଡିଛନ୍ତି ଖୋଦ ସମୀର ଦାସ । ନୂଆ ନୂଆ ବିଜେପି ସରକାର ଗଢିବା ପରେ ଚର୍ଚ୍ଚା ହେଲା କି ତାଙ୍କୁ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ କିନ୍ତୁ ଏବେ ସେ କଥା କୁଆଡେ ଉଭେଇ ଯାଇଛି । କାହିଁକିନା ନା ବିଜେପିରେ ସମୀର ଦାସ ଦେଖାଯାଉଛନ୍ତି କି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କ ନାଁ ଉଠୁଛି । ଅନ୍ୟପଟେ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ବିଜେପିରେ ବେଶି ଦିନ ରହିପାରିବେନି ସମୀର ଦାସ । ତେବେ ସମୀରଙ୍କୁ ନେଇ ରାଜ୍ୟ ରାଜନୀତିରେ କେଉଁ ମୋଡ ଆସୁଛି ତାହା ଦେଖିବାକୁ ଅପେକ୍ଷା

author

Related Articles

Leave a Reply

Your email address will not be published. Required fields are marked *