ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର

ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର

ସକାଳୁ ସକାଳୁ ବିଜେପିକୁ ଲାଗିଲା ଝଟକା । ବିଜେପି ଛାଡିଲେ ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି । ଲେଖାଶ୍ରୀ ୧୦ ବର୍ଷ ଧରି ବିଜେପିର ଦାୟିତ୍ବରେ ଥିଲେ ।ସୋସିଆଲ ମିଡିଆ ମାଧ୍ୟମରେ ସେ ଦଳ ଛାଡ଼ିଥବା ନେଇ ସୂଚନା ଦେଇଛନ୍ତି । ଦଳ ଛାଡ଼ିବା ପରେ ସେ କହିଛନ୍ତି, ଶୀର୍ଷ ନେତୃତ୍ବର ବିଶ୍ବାସଭାଜନ ହୋଇପାରିନି ।

author

Related Articles

Leave a Reply

Your email address will not be published. Required fields are marked *