ଚର୍ଚ୍ଚାରେ ସୁନ୍ଦରଗଡ ରାଜନୀତି । ସାଂସଦ ଜୁଏଲ ଓରାମଙ୍କୁ ନେଇ ରାଜନୀତିରେ ମୋଡ । କୁହାଯାଉଛି, ଜୁଏଲ ଓରାମ ଏଥର ଆଉ ଲୋକସଭା ପାଇଁ ନିର୍ବାଚନ ଲଢିବେନି । ତାଙ୍କୁ ବିଧାନସଭା ପ୍ରାର୍ଥୀ କରିବାକୁ ଚାହୁଁଛି ଦଳ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନରେ ବିଜେପିର ବିଜୟ ପରେ ସେହି ଢାଞ୍ଚା ଓଡ଼ିଶାରେ ଆପଣାଇବାକୁ ଚାହୁଁଛି ଦଳ । ସୁନ୍ଦରଗଡ଼ ବିଧାନସଭାରୁ ଲଢିବାକୁ ଜୁଏଲ ଚାହୁଁଥିବା ଚର୍ଚ୍ଚା ହେଉଛି । ଏପରି ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ । ଯଦି ଜୁଏଲ ଓରାମ ବିଧାନନସଭା ନିର୍ବାଚନ ଲଢନ୍ତି, ତେବେ ଜୁଏଲ ଓରାମଙ୍କ ଭଳି ଜଣେ ଟାଣୁଆ ଆଦିବାସୀ ନେତାଙ୍କ ସ୍ଥାନରେ ଲୋକସଭା ନିର୍ବାଚନ ଲଢିବ କିଏ?
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
