ବିଗତ କିଛି ଦିନ ହେବ ରାଜନୀତିରେ ଏବେ ବିଶ୍ୱାସ ଘାତକତାକୁ ନେଇ ଚାଲିଛି ଖୁବ ଚର୍ଚ୍ଚା .କିଏ କାହା ସହ ବିଶ୍ୱାସଘାକତା କରିଛି ତାହା ଏବେ ପାଲଟିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ? ସୁନନ୍ଦାଙ୍କ କହିବା କଥା ବବି ତାଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି ? ଅପରପକ୍ଷେ ବିଶ୍ୱର ରଞ୍ଜନଙ୍କ କହିବା କଥା କି ସୁନ୍ଦନାଙ୍କୁ କଂଟାବାଞ୍ଜୀ ଦାୟିତ୍ୱ ମିଳିଥିବା ବେଳେ ସେ ସେଠାରେ ଟଙ୍କା କାରବାର କରି ନବୀନଙ୍କୁ ହରାଇଛନ୍ତି ? ତେବେ ଏହାକୁ ନେଇ ବିଶ୍ୱରଞନ କହିଛନ୍ତି ଧୋକାବାଜ କରିବା ତାଙ୍କର ଗୋଟିଏ ଚିରାଚରିତ ପ୍ରଥା ତାଙ୍କ ଜିନରେ ସେକଥା ଅଛି . କଂଟାବାଞୀରେ ମାନ୍ୟବାର ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଲା ପରେ ସେଠାରେ ଟଙ୍କା ନେଇ ହେରଫେର କରିବା ଏବଂ ସେଠାରେ ବିଜେଡି ବିରୋରେ କାମ କରୁଥିଲେ .
ସେହିପରି ଦଳ ଛାଡ଼ିବା ପରେ ସୁନନ୍ଦା କହିଥିଲେ .ଅଶୋକଦାସ ପୁଅ ମୁଁ ପଛରୁ ଛୁରୀ ଭୁଷିବା ମୋ କାମ ନୁହେଁ ବୋଲି କହି ଶେଷ ମୁହୁର୍ତରେ ଟିକଟ କାଟିଦେଲେ ବବି .ମୋ ପାଇଁ ଜଗନ୍ନାଥ ଅଛନ୍ତି ସେ ସବୁ ଦେଖୁଛନ୍ତି ଫଳ ଭୋଗିଲେ ବିଶ୍ୱାସଘାତକ .ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ସୁନନ୍ଦା ? ଅପରପକ୍ଷେ ବିଶ୍ୱରଞନ କହିଛନ୍ତି ବରି ପାଇଁ ସେ କିଛି କରିନାହିଁନ୍ତି .ଟିକଟ କଟିଲା ପରେ ଏଭଳି କଥା କହୁଛନ୍ତି . ଆଉ ସେ ବହୁତ ପରିଶ୍ରମ ପରିଛନ୍ତି .ତେବେ ଦର୍ଶକ ବନ୍ଧୁ କିଏ କାହା ସହିତ ବିଶ୍ୱାସ ଘାତକତା କରିଛି ତାହା ତ ଆମକୁଜଣାନାହିଁ .ତେବେ ରାଜନେତାମାନଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି .