ବିଶ୍ୱ ଶ୍ରମିକ ଦିବସ ପାଳନ !

ବିଶ୍ୱ ଶ୍ରମିକ ଦିବସ ପାଳନ !

ବ୍ରହ୍ମପୁର:

ବ୍ରହ୍ମପୁର ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ଲାମ୍ବର ୱାର୍କମେନ୍ସ ଏଶୋସିଏସନ ତରଫରୁ ତା -01-05-23ରିଖ ରେ ଦିବା 11ଘଣ୍ଟା ସମୟରେ ଶ୍ରମିକ ଦିବସ ଏବଂ ଆମ ସଙ୍ଘର ଦ୍ୱାଦଶତମ ବାର୍ଷିକ ଉତ୍ସବ ପାଳନ ଗେଟ ବଜ଼ାର ସ୍ଥିତ (ଏନ ଜି ଓ )ହଲ ଠାରେ ଏସୋ ସି ଏସ ନ ର ସଭାପତି ଶ୍ରୀ ସୁବାଷ ଦାସଙ୍କ ଆଦ୍ଦ୍ୱକ୍ଷତାରେ ଅନୁଷ୍ଠିତ ହୋଇଯାଇଛି!ମାନ୍ୟବର ମେୟର ଶ୍ରୀମତୀ ସଂଘ ମିତ୍ରା ଦଳେଇ ପ୍ରଦୀପ ପ୍ରଜ୍ଜଳନ କରି ଶ୍ରମିକ ଦିବସ ଉପରେ ଆଲୋକପାତ କରିଥିଲେ!ଏଥିରେ ସଂଘ ର ସଭାପତି ସୁଦାମ ଦାସ, ସେ କ୍ରେଟାରୀ ଟୁକୁନା ଗୌଡ଼, କୋଷାଦ୍ଧକ ଏ କୃଷ୍ଣ ମୂର୍ତ୍ତି ପାତ୍ର, ଉପସଭାପତି ବିକ୍ରମ ସାହୁ ଏବଂ ସଂଘ ର ଅନ୍ୟାନ କାର୍ଯ୍ୟକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ!ଏହି ମଞ୍ଚରେ ବିଭିନ୍ନ ଅନୁଷ୍ଠାନ ର ଶିଶୁ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ l

author

Related Articles

Leave a Reply

Your email address will not be published. Required fields are marked *