ବିଷାକ୍ତ ମଦ ପିଇ ୧୫ରୁ ଉର୍ଦ୍ଧ୍ବ ଅସୁସ୍ଥ

ବିଷାକ୍ତ ମଦ ପିଇ ୧୫ରୁ ଉର୍ଦ୍ଧ୍ବ ଅସୁସ୍ଥ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ଗତକାଲି ବିଷାକ୍ତ ମଦ ପିଇ ୧୫ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିଲେ। ଆଜି ସମସ୍ତ ଅସୁସ୍ଥଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭେଟିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।ଞ୍ଚକିଛି ଜଣକୁ ଅଟକ ରଖି ତଦନ୍ତ ଚାଲିଛି ଭଲ ଚିକିତ୍ସା ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ସେହି ଗାଁ ଘଟଣାସ୍ଥଳରେ ତନାଘନା ଜାରି ରହିଛି । କିଛିଜଣ ସେମାନଙ୍କ ନାମ କହିଛନ୍ତି ସେ ସମସ୍ତଙ୍କୁ ଅଟକ ରଖା ଯାଇଛି । ପୁରା ଜିଲ୍ଲା ରେ ଚୋରା ମଦ ଯେଉଁଠି ବିକ୍ରି ହେଉଛି ତାହା ଉପରେ କାର‌୍ୟ୍ୟନୁଷ୍ଠାନ ହେବ । ଚୋରା ରେ ସେମାନେ କେବେଠୁ ବିକ୍ରି କରୁଥିଲେ ତାହା ମଧ୍ୟ ତଦନ୍ତ ହେବ ।

author

Related Articles

Leave a Reply

Your email address will not be published. Required fields are marked *